17.1 C
Bhubaneswar
Tuesday, December 9, 2025
Homeଓଡିଶାକାର ଚାଳକଙ୍କୁ ଗୁଳିମାଡ କଲେ ଦୁର୍ବୃତ୍ତ

କାର ଚାଳକଙ୍କୁ ଗୁଳିମାଡ କଲେ ଦୁର୍ବୃତ୍ତ

ରାଉରକେଲା: ରାଉରକେଲାରେ ଗର୍ଜିଲା ବନ୍ଧୁକ। ରାଉରକେଲାର ସେକ୍ଟର ୩ ପୋଷ୍ଟ ଅଫିସ ସମ୍ମୁଖରେ ଫୁଟିଲା ଗୁଳି। କାର ଚାଳକଙ୍କୁ ଗୁଳିମାଡ଼ କଲେ ଦୁର୍ବୃତ୍ତ । କାର ଚାଳକଙ୍କ ବେକରେ ଗୁଳି ବାଜିଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଆଇଜିଏଚକୁ ସ୍ଥାନାନ୍ତର କରାଯାଇଛି। ଆହତ କାର ଚାଳକ କୁଆଁରମୁଣ୍ଡା ଅଞ୍ଚଳର ବୋଲି ଜଣାପଡିଛି । ତେବେ ଗୁଳିକାଣ୍ଡ ପଛର କାରଣ କଣ ଜଣାପଡି ନାହିଁ । ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ ହୋଇଛି ନା ଗୁଳିକାଣ୍ଡ ପଛରେ ଅନ୍ୟ କାରଣ ରହିଛି ତାହାର ଖୋଳତାଡ କରୁଛି ରାଉରକେଲା ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking