16.1 C
Bhubaneswar
Sunday, December 21, 2025
Homeଓଡିଶାଯୁବକଙ୍କ ତଣ୍ଟି କାଟି ଫିଙ୍ଗିଦେଲେ ଦୁର୍ବୃତ୍ତ

ଯୁବକଙ୍କ ତଣ୍ଟି କାଟି ଫିଙ୍ଗିଦେଲେ ଦୁର୍ବୃତ୍ତ

ଗଞ୍ଜାମ:  ଯୁବକଙ୍କୁ ମାରି  ରାସ୍ତାରେ  ଫିଙ୍ଗିଦେଲେ ଦୁର୍ବୃତ୍ତ । କେ. ନୂଆଗାଁ ଥାନା ବ୍ରାହ୍ମଣ ବନ୍ଧ ନିକଟରେ ହତ୍ୟା କରାଯାଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ରକ୍ତ ଲଗା ଛୁରିକୁ ଜବତ କରିଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପୁଲିସ ଏନେଇ ତଦନ୍ତ ଚଳାଇଛି । ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking