ଜଗତସିଂହପୁର: ଏନଜିଓରେ କାର୍ଯ୍ୟରତ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଥିବା ନେଇ ସମ୍ନାକୁ ଆସିଛି । ଜିଲ୍ଲା ଶିଶୁ ମଙ୍ଗଳ ସମିତି(ସିଡବ୍ଲୁସି)ର ଜଣେ ସଦସ୍ୟଙ୍କ ନାଁରେ ଅଭିଯୋଗ ହୋଇଛି । ସଦର ଥାନାରେ ଅଭିଯୁକ୍ତକୁ ଅଟକ ରଖି ପୋଲିସର ଚାଲିଛି ତଦନ୍ତ । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।