24.1 C
Bhubaneswar
Wednesday, February 4, 2026
Homeଓଡିଶାଅଙ୍ଗନବାଡି ଛାତରୁ ନାବାଳକର ମୃତଦେହ ଉଦ୍ଧାର

ଅଙ୍ଗନବାଡି ଛାତରୁ ନାବାଳକର ମୃତଦେହ ଉଦ୍ଧାର

କେନ୍ଦୁଝର: କେନ୍ଦୁଝରରୁ ସମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣା । ଅଙ୍ଗନବାଡି ଛାତରୁ ନାବାଳକାର ମୃତଦେହ ଉଦ୍ଧାର କରାଯାଇଛି । ଯୋଡା ଥାନା ବିଲେଇପଦା ପୁରୁଣା ଅଙ୍ଗନବାଡିରୁ ମୃତଦେହ ଉଦ୍ଧାର କରାଯାଇଛି । ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍ କରୁଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking