27.1 C
Bhubaneswar
Friday, December 5, 2025
Homeଓଡିଶାଲଘୁ ଖଣିଜ ଲୁଟ: ୧୨୬ କୋଟି ଜରିମାନା

ଲଘୁ ଖଣିଜ ଲୁଟ: ୧୨୬ କୋଟି ଜରିମାନା

ଭୁବନେଶ୍ୱର: ଲଘୁ ଖଣିଜ ଲୁଟ  ନେଇ  ବିଧାନସଭାରେ  ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଲିଖିତ ଉତ୍ତର ରଖିଛନ୍ତି  । ୨୦୨୨ରୁ ଅକ୍ଟାବର ୨୦୨୫ ମଧ୍ୟରେ   ୧୨୬ କୋଟି ଜରିମାନା ଆଦାୟ କରାଯାଇଛି । ଚଳିତ ବର୍ଷ ସେପ୍ଟେମ୍ବର  ପର୍ଯ୍ୟନ୍ତ  ଆଦାୟ ହୋଇଛି  ୬୫୫ କୋଟିର ରାଜସ୍ୱ ।  ଚୋରା ଚାଲାଣ ପାଇଁ ୩୦ ଜିଲ୍ଲାରେ  ୧୫, ୧୮୭ ଧରପଗଡ ହୋଇଛି ।  ୩୧୧୯ ମାମଲା ରୁଜୁ ହୋଇଛି । ୧୨୬ କୋଟି ୫୧ ଲକ୍ଷ ୭୮ ହଜାର ଜରିମାନା ଆଦାୟ କରାଯାଇଛି । ସର୍ବାଧିକ ବାଲି ଚୋରି  ହେଉଥିବା ୧୧ ସମ୍ବେଦନଶୀଳ ତହସିଲ ଚିହ୍ନଟ  ହୋଇଛନ୍ତି । ଧର୍ମଶାଳା, ଝାରସୁଗୁଡା, ପିପିଲି, ଟାଙ୍ଗୀ, ମାର୍ଶାଘାଇ, ବାରଙ୍ଗ, କଣିହାଁ, ଜଳେଶ୍ୱର ହିନ୍ଦୋଳ, ପୁରୁଷୋତ୍ତମପୁର, ରଘୁନାଥପୁରରେ ସବୁଠାରୁ ଅଧିକ  ଲଘୁ ଖଣିଜ ଚୋରି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking