16.1 C
Bhubaneswar
Sunday, December 7, 2025
Homeଓଡିଶାନାବାଳିକାକୁ ଜାଳିବା ଘଟଣା: ଥାନାରେ ପୀଡିତାଙ୍କ ମା’ଙ୍କ ଅଭିଯୋଗ

ନାବାଳିକାକୁ ଜାଳିବା ଘଟଣା: ଥାନାରେ ପୀଡିତାଙ୍କ ମା’ଙ୍କ ଅଭିଯୋଗ

ପିପିଲି: ପିପିଲିର ବଳଙ୍ଗାରେ ନାବାଳିକା ଜଳିଯିବା ଘଟଣା । ବଳଙ୍ଗା ଥାନାରେ ଅଭିଯୋଗ କଲେ ପୀଡିତାଙ୍କ ମା’ । ପୋଡି ମାରିବାକୁ ଉଦ୍ୟମ ହୋଇଥିବା ଅଭିଯୋଗ କରିଛନ୍ତି । ବଡ ବାପାଙ୍କ ଘରକୁ ଯିବାବେଳେ ଅପହରଣ କରିଥିଲେ ଦୁର୍ବୃତ୍ତ । ନଦୀ ବନ୍ଧ ପାଖରେ କିରୋସିନ ଛାଳି ଜାଳିଦେବାକୁ ଉଦ୍ୟମ କରାଯାଇଛି । ଦରପୋଡା ଅବସ୍ଥାରେ ୩ ଦୁର୍ବୃତ୍ତଙ୍କ କବଳରୁ ଖସିଆସିଥିଲେ । ୩ ଦୁର୍ବୃତ୍ତଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ଦାବି କଲେ ପୀଡିତାଙ୍କ ମାଆ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking