30.1 C
Bhubaneswar
Tuesday, February 3, 2026
Homeଓଡିଶାନାବାଳିକାଙ୍କୁ ଟେକି ନେଇ ଜଙ୍ଗଲରେ ଦୁଷ୍କର୍ମ

ନାବାଳିକାଙ୍କୁ ଟେକି ନେଇ ଜଙ୍ଗଲରେ ଦୁଷ୍କର୍ମ

ସୁନ୍ଦରଗଡ: ନାବାଳିକାକୁ ଟେକି ନେଇ ଜଙ୍ଗଲରେ ଦୁଷ୍କର୍ମ। ସୁନ୍ଦରଗଡ ଜିଲ୍ଲା କେ. ବଲାଙ୍ଗ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଦେଖାଦେଇଛି।ସୂଚନା ଅନୁସାରେ ବିଶ୍ୱକର୍ମା  ପୂଜା ଦେଖି ଫେରୁଥିବା ବେଳେ ନାବାଳିକାକୁ  ଜଙ୍ଗଲ ଭିତରକୁ  ଉଠାଇ ନେଇଥିଲେ  ୨ ଯୁବକ।ଆଉ ଜଙ୍ଗଲରେ ହିଁ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ  ହୋଇଛି। ଏନେଇ କେ. ବାଲାଙ୍ଗ ଥାନାରେ ଅଭିଯୋଗ ହୋଇଛି।ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।ଘଟଣାରେ ବରସୁଆଁ ଅଞ୍ଚଳର ଦୁଇଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।ସେପଟେ ବାରମ୍ବାର ନାବାଳିକାଙ୍କ ପ୍ରତି ଘଟୁଥିବା ଅସଦାଚରଣ ମାମଲା ବଢିବା ନେଇ ସାଧାରଣ ଉଦବେଗ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking