36.1 C
Bhubaneswar
Sunday, May 11, 2025
Homeଦେଶ ବିଦେଶନାବାଳିକାକୁ ଅପହରଣ: ପରେ ଦୁଷ୍କର୍ମ

ନାବାଳିକାକୁ ଅପହରଣ: ପରେ ଦୁଷ୍କର୍ମ

ନୂଆଦିଲ୍ଲୀ: ନାଗଲା ଉଦୟଗାଁରେ ୧୨ ବର୍ଷୀୟ ଝିଅ ତାଙ୍କ ଭାଇଙ୍କ ସହ ବାହାରେ ଶୋଇଥିବା ସମୟରେ ଜଣେ ଯୁବକ ତାଙ୍କୁ  କୋଳରେ ନେଇଯାଇ  ଦୁଷ୍କର୍ମ କରିଥିଲେ । ଏହି ଘଟଣାଟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସିସିଟିଭି ଫୁଟେଜ ଯାଞ୍ଚ କରି ଅଭିଯଙ୍କୁ ଖୋଜିବା ପାଇଁ ପୋଲିସ ତଦନ୍ତ କରୁଛି । ଘଟଣାଟି ବିଳମ୍ବିତ ରାତିରେ ଘଟିଥିଲା ।  ଝିଅର ବାପା କୌଣସି କାମରେ ବାହାରକୁ ଯାଇଥିଲେ । ଝିଅଟି ତା ଭାଇ ସହ ବାହେରେ ଶୋଇଥିଲା । ସେହି ସମୟରେ ଜଣେ ୩୫ ବର୍ଶୀୟ ଯୁବକ ତାକୁ ଅପହରଣ କରି ମନ୍ଦିର ପାଖକୁ ନେଇ  ଦୁଷ୍କର୍ମ କରିଥିଲେ । ପରେ ଝିଅର ଚେତା ଫେରିବାରୁ ଘରକୁ ଆସି ମାକୁ ସବୁ କଥା ଜଣାଇଥିଲେ । ପରେ ପରିବାର ଲୋକେ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ।  ସିସିଟିଭି ଫୁଟେଜ ଅନୁସାରେ ଜଣାପଡିଛି ଯେ  ଘଟଣା ପରଠୁ ଅଭିଯୁକ୍ତ ରାଜସ୍ଥାନକୁ ପଳାଇଯାଇଛି ।  ପୋଲିସ ତିନୋଟି ଦଳ କରି ତଦନ୍ତ କରୁଛି । ରାତିରେ ପିଲାମାନଙ୍କୁ ଘରେ ଶୁଆଇବା ପାଇଁ ପୋଲିସ ଅପିଲ କରିଛି ।  ଗ୍ରାମବାସୀ ମାନେ  ଅଭିଯୁକ୍ତକୁ ଗିରଫ କରିବା ପାଇଁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking