30.1 C
Bhubaneswar
Friday, March 20, 2026
Homeଓଡିଶାଗାଧୋଉ ଥିବାବେଳେ ବୁଡ଼ିଗଲେ ନାବାଳିକା

ଗାଧୋଉ ଥିବାବେଳେ ବୁଡ଼ିଗଲେ ନାବାଳିକା

କଟକ: କେନାଲରେ ଗାଧୋଉ ଥିବାବେଳେ ଜଣେ ନବମ ଶ୍ରେଣୀ ଛାତ୍ରୀ ପାଣିରେ ବୁଡ଼ି ନିଖୋଜ ହୋଇଯାଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲା ସାଲେପୁର ବ୍ଲକ ପଟ୍ଟାମୁଣ୍ଡାଇ କେନାଲ ନରଦା ଗ୍ରାମ ନିକଟରେ। ଗାଧୋଉଥିବା ବେଳେ ସୁଚିତ୍ରାଙ୍କ ଗୋଡ଼ ଖସି ଯାଇଥିଲା। କେନାଲରେ ପାଣି ପୂର୍ଣ୍ଣଥିବା ବେଳେ ସେ ନିଖୋଜ ହୋଇଯାଇଥିଲେ। ସ୍ତାନୀୟ ଅଞ୍ଚଳର ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ଓଡ୍ରାଫ୍‌ ଟିମ୍‌ ଓ ପୋଲିସ ଖୋଜାଖୋଜି ଜାରି ରଖିଥିବା ବେଳେ ସୁଚିତ୍ରାଙ୍କ ପତ୍ତା ମିଳିପାରି ନାହିଁ। ଖୋଜାଖୋଜି ଜାରି ରହିଥିବା ନେଇ ସୂଚନାମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking