29.1 C
Bhubaneswar
Thursday, June 12, 2025
Homeଓଡିଶାନାବାଳିକାକୁ ମନ୍ଦିରରେ ପୂଜକ ଦୁଷ୍କର୍ମ କରିଥିବା ଅଭିଯୋଗ

ନାବାଳିକାକୁ ମନ୍ଦିରରେ ପୂଜକ ଦୁଷ୍କର୍ମ କରିଥିବା ଅଭିଯୋଗ

ସମ୍ବଲପୁର: ମନ୍ଦିରରେ ମହାପାପ । ମନ୍ଦିର ପରିସରରେ ପୂଜକ ଘଟାଇଲା ଲଜ୍ଜାଜନକ ଘଟଣା । ସମ୍ବଲପୁର ଜମନକିରା ଥାନା ଅଞ୍ଚଳରେ ଜଣେ ୧୧ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଜମନକିରାର ମୁକ୍ତେଶ୍ବର ମନ୍ଦିର ପୂଜକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ମନ୍ଦିର ଭୋଗ ମଣ୍ଡପ ନିକଟ ବିଶ୍ରାମ ଘରେ ନାବାଳିକାକୁ ଦୁଷ୍କର୍ମ କରିଛନ୍ତି ପୂଜକ । ନ୍ୟାୟ ପାଇଁ ପରିବାର ଲୋକ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୁକ୍ତ ୪୫ ବର୍ଷୀୟ ପୂଜକକୁ ଜମନକିରା ପୁଲିସ ଅଟକ ରଖି ପଚରାଉଚରା କରୁଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking