26.1 C
Bhubaneswar
Sunday, December 7, 2025
Homeଓଡିଶାଦୁର୍ଘଟଣାରେ ନାବାଳକ ମୃତ: ରାସ୍ତା ଅବରୋଧ

ଦୁର୍ଘଟଣାରେ ନାବାଳକ ମୃତ: ରାସ୍ତା ଅବରୋଧ

ବାଲେଶ୍ୱର: ସ୍କୁଟି ଟ୍ରାକ୍ଟର ମୁହାଁମୁହିଁ ଧକ୍କା  । ଘଟଣାସ୍ଥଳରେ ନାବାଳକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ବାଲେଶ୍ୱର ଔପଦା ଥାନା ବଡପୋଖରୀ ବଜାର ନିକଟରେ ଦୁର୍ଘଟଣା ଘଟିଛି । ଗୁରୁତର ନାବାଳକକୁ ସୋରରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏଭଳି କାଣ୍ଡ ଘଟାଇ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଯାଇଛନ୍ତି । ନ୍ୟାୟ ଦାବିରେ ସୋର- ଔପଦା ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ । ଉତ୍ୟକ୍ତ ଲୋକଙ୍କୁ  ବୁଝାସୁଝା କରିବା ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking