17.1 C
Bhubaneswar
Sunday, December 7, 2025
Homeଓଡିଶାଅଗ୍ନିଶମ ଗାଡି ଧକ୍କାରେ ନାବାଳକ ମୃତ

ଅଗ୍ନିଶମ ଗାଡି ଧକ୍କାରେ ନାବାଳକ ମୃତ

ଜୟପୁର: ଅଗ୍ନିଶମ ଗାଡି ଧକ୍କାରେ ନାବାଳକଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଥିବା ନେଇ ସୂଚନା ମିଳିଛି । ବୈପାରୀଗୁଡା ବ୍ଲକ ଗୁପ୍ତେଶ୍ୱର ମନ୍ଦିର ନିକଟ ଡକରି ଘାଟିରେ ଦୁର୍ଘଟଣା ଘଟିଛି । କାଲି ଶ୍ରାବଣ ମାସର ପ୍ରଥମ ସୋମବାର ଥିବାରୁ କାଉଡିଆଙ୍କ ଗହଳି ଥିଲା । ବ୍ରେକ ଫେଲ ହୋଇ ଏ ସମସ୍ତଙ୍କୁ ଧକ୍କା ଦେଇଥିଲା ଅଗ୍ନିଶମ ଗାଡି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking