କେନ୍ଦୁଝର: ପାଣିରେ ବୁଡି ନାବାଳକ ନିଖୋଜ । ପୋଖରୀରେ ଗାଧୋଇବା ବେଳେ ବୁଡିଗଲେ ନାବାଳକ । ନିଖୋଜ ନାବାଳକ ଟାଙ୍ଗାରିଆପାଳ ଅଞ୍ଚଳର ସୂଚନା । ଭଉଣୀ ଘର ନରଣପୁରକୁ ବୁଲି ଆସିଥିଲେ ନାବାଳକ । ନାବାଳକକୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀର ପ୍ରୟାସ ।