29.1 C
Bhubaneswar
Monday, February 9, 2026
Homeଓଡିଶାକେନାଲରେ ଭାସି ନାବାଳକ ନିଖୋଜ

କେନାଲରେ ଭାସି ନାବାଳକ ନିଖୋଜ

ଆଳି: କେନାଲରେ ଭାସିଯାଇ ୧୧ ବର୍ଷର ନାବାଳକ ନିଖୋଜ ହୋଇଥିବା ନେଇ ସୂଚନା ମିଳିଛି । ଜୁଆଣିଆ – ଗୋବିନ୍ଦପୁର କେନାଲରେ ଭାସିଯାଇଛି ନାବାଳକ । ଆଳି ଥାନା ଗୋବିନ୍ଦପୁର ଗାଁରେ ଘଟିଛି ଏହି ଅଘଟଣ । ସ୍କୁଲରୁ ସାଇକେଲରେ ଫେରୁଥିବା ସମୟରେ ଭାସିଯାଇଥିବା ନେଇ ସୂଚନା ମିଳିଛି । ସ୍ଥାନୀୟ ଲୋକଙ୍କ ଖବର ପାଇ ଆଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking