18.1 C
Bhubaneswar
Monday, February 9, 2026
Homeଓଡିଶାବାପାକୁ ହାଣିଲା ନାବାଳକ ପୁଅ

ବାପାକୁ ହାଣିଲା ନାବାଳକ ପୁଅ

ବାଲେଶ୍ୱର:  ବାପାକୁ ହାଣିଲା ନାବାଳକ ପୁଅ । ଫଳରେ ବାପା ଗୁରୁତର ଅଛନ୍ତି । ଏଭଳି ଅଭାବନୀୟ , ଲୋମହର୍ଶଣକାରୀ ଘଟଣା ବାଲେଶ୍ୱର ସଦର ଥାନା ବେଲବାରିଆ ଗାଁରେ ଘଟିଛି । ଗୁରୁତର ଅବସ୍ଥାରେ ବାଲେଶ୍ୱରରୁ କଟକ ସ୍ଥାନାନ୍ତର କରାଯାଇଛି । ପୁଅର ଚୁଟି କଟା ଷ୍ଟାଇଲକୁ ବାପା ବିରୋଧ କରିବାରୁ ଆକ୍ରମଣ କରିଛନ୍ତି । ପରିବାରରେ ଶୋକର ଛାୟା ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking