ମର୍ଶାଘାଇ: ଲୁଣାନଦୀରେ ଭାସିଗଲେ ନାବାଳକ । ନାବାଳକ ନଦୀକୁ ଗାଧୋଇବାକୁ ଯାଇଥିଲେ । ପାଣିର ସୁଅ ଅଧିକ ଥିବା ଯୋଗୁଁ ନାବାଳକ ଜଣଙ୍କ ଭାସି ଯାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।