24.1 C
Bhubaneswar
Sunday, December 7, 2025
Homeଓଡିଶାଟ୍ରେନ ଉପରେ ଜଳିଗଲେ ନାବାଳକ

ଟ୍ରେନ ଉପରେ ଜଳିଗଲେ ନାବାଳକ

ଜଗତସିଂହପୁର : ଟ୍ରେନ ଉପରେ ବିଦ୍ୟୁତ ଆଘାତରେ ନାବାଳକ ଗୁରୁତର ଅଛନ୍ତି । ଅଠରବାଙ୍କୀ ରେଲୱେ ଓଭର ବ୍ରିଜ ଉପରେ ଅଘଟଣ ଘଟିଛି । ବିଦ୍ୟୁତ ସଂସ୍ପର୍ଶରେ ଆସି ୮୦ ପ୍ରତିଶତ ଜଳିଗଲେ ନାବାଳକ । ନାବାଳକକୁ ସଙ୍ଗେ ସଙ୍ଗେ କଟକ ସ୍ଥାନାନ୍ତର କରାଯାଇଛି ।  ହେଲେ ନାବାଳକ ଜଣଙ୍କ ଟ୍ରେନ ଉପରକୁ କାହିଁକି ଚଢିଥିଲେ ତାହା ଜଣାପଡିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking