19.1 C
Bhubaneswar
Friday, February 13, 2026
Homeଓଡିଶାନାବାଳିକା ଦୁଷ୍କର୍ମ: ରେଡ୍‌ଫ୍ଲାଗ୍ ଅନ୍ତର୍ଭୁକ୍ତ ନିର୍ଦ୍ଦେଶ

ନାବାଳିକା ଦୁଷ୍କର୍ମ: ରେଡ୍‌ଫ୍ଲାଗ୍ ଅନ୍ତର୍ଭୁକ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: ଝାଡଖଣ୍ଡର ନାବାଳିକାକୁ ଦୁଷ୍କର୍ମ ମାମଲାରେ ଡିଜିପିଙ୍କ କଡା ନିର୍ଦ୍ଦେଶ । ରେଡ୍‌ଫ୍ଲାଗ୍ ଅନ୍ତର୍ଭୁକ୍ତ ପାଇଁ ପୋଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି । କ୍ରାଇମବ୍ରାଞ୍ଚ ସିଏଡବ୍ଲୁ ମୁଖ୍ୟ ଏମ୍ ସାଇନି ଘଟଣାକୁ ମନିଟର କରିବେ । ୪ ମହିଳା ଡିସିପି ଘଟଣାର ତଦନ୍ତରେ ସହେଯାଗ କରିବେ । ଝାଡଖଣ୍ଡ ପୋଲିସ ସହିତ ଯୋଗାଯୋଗରେ ରହିବ ଓଡିଶା ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking