36.2 C
Bhubaneswar
Wednesday, April 9, 2025
Homeଓଡିଶାଛାତ୍ରାବାସକୁ ମନ୍ତ୍ରୀଙ୍କ ଅଚାନକ ଗସ୍ତ

ଛାତ୍ରାବାସକୁ ମନ୍ତ୍ରୀଙ୍କ ଅଚାନକ ଗସ୍ତ

ଭୁବନେଶ୍ୱର: ଅଚାନକ  ଛାତ୍ରାବାସରେ ପହଞ୍ଚିଲେ ମନ୍ତ୍ରୀ । ଗଣଶିକ୍ଷା ମନ୍ତ୍ରୀ ନିତୟାନନ୍ଦ ଗଣ୍ଡ ଅଚାନକ ବିଭିନ୍ନ ଛାତ୍ରାବାସକୁ ଗସ୍ତ କରିଛନ୍ତି । ଶ୍ରୁତିବାଧିତା ସ୍କୁଲକୁ ଅଚାନକ ଗସ୍ତ କରିଛନ୍ତି ମନ୍ତ୍ରୀ । ଛାତ୍ରଛାତ୍ରୀ ଙ୍କୁ ଭେଟିବା ସହ କଲେ ଆଲୋଚନା । ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking