17.1 C
Bhubaneswar
Wednesday, December 24, 2025
Homeଓଡିଶାପରୀକ୍ଷାର୍ଥୀଙ୍କୁ ମନ୍ତ୍ରୀଙ୍କ ଶୁଭେଚ୍ଛା

ପରୀକ୍ଷାର୍ଥୀଙ୍କୁ ମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର : ଆସନ୍ତାକାଲିଠୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ପରୀକ୍ଷା ପାଇଁ ବିଭାଗ ସମସ୍ତ ପଦେକ୍ଷପ ନେଇଛି । ୩୦୨୯ ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ହେବ ।  ୫ ଲକ୍ଷ ୧୨ ହଜାର ୪୩୭ ଜଣ ପରୀକ୍ଷା ଦେବେ । ବିଭାଗ ପକ୍ଷରୁ ୩୧୪ଟି ନୋଡାଲ ସେଣ୍ଟର ହୋଇଛି । ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଫ୍ଲାଇ ସ୍କ୍ୱାଡ , ନୋଡାଲ ଅଫିସର ନିଯୁକ୍ତି ଦିଆଯାଇଛି । ସେଣ୍ଟ୍ରାଲ ଅବଜରଭର , ଜିଲ୍ଲାସ୍ତରରେ ଅବଜରଭର ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking