24.1 C
Bhubaneswar
Wednesday, March 26, 2025
Homeଓଡିଶାମନ୍ତ୍ରୀଙ୍କ କାରକେଡ୍‌କୁ ଢେଲା ମାଡ

ମନ୍ତ୍ରୀଙ୍କ କାରକେଡ୍‌କୁ ଢେଲା ମାଡ

ମୟୂରଭଞ୍ଜ: ରାଜସ୍ୱ ମନ୍ତ୍ରୀଙ୍କ କାରକେଡ୍‌କୁ ଢେଲା ମାଡ । ରାଇରଙ୍ଗପୁର ବିଶୋଇ ଯାଉଥିବାବେଳେ ଆକ୍ରମଣ । କାଳବୈଶାଖୀ ପ୍ରଭାବିତ ଅଞ୍ଚଳ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କରୁଥିଲେ ମନ୍ତ୍ରୀ । ଢେଲାମାଡରେ ଜଣେ କନଷ୍ଟେବଳ ଆହତ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking