ଭୁବନେଶ୍ୱର : ଯୋଗାଣମନ୍ତ୍ରୀଙ୍କ ବୟାନ ପରେ ଘେରିଲା ବିଜେଡି । ବିଧାୟକ ଗଣେଶ୍ୱର ବେହେରା ବୟାନ ରଖିଛନ୍ତି । କହିଛନ୍ତି , ଯଦି ମନ୍ତ୍ରୀଙ୍କୁ ଅଫିସର ଏଭଳି ବୟାନ ଦେଇଛନ୍ତି ତାହାହେଲେ ଦୁର୍ଭାଗ୍ୟଜନକ । ମନ୍ତ୍ରୀ ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ମନ୍ତ୍ରୀଙ୍କୁ ଅଧିକାରୀ ପରାମର୍ଶ ଦେଇପାରିବେନି କହିଛନ୍ତି ଗଣେଶ୍ୱର । କେବଳ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇପାରିବେ ।