ଭୁବନେଶ୍ୱର: ଭୁବନେଶ୍ୱରରେ କୃତ୍ରିମ ଜଳବନ୍ଦୀ ସମସ୍ୟାର ସମୀକ୍ଷା କଲେ ମନ୍ତ୍ରୀ । ବର୍ଷାରେ ପାଣି ଜମୁଥିବା ସ୍ଥାନଗୁଡିକୁ ଯାଇ ସମୀକ୍ଷା କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କ ସହ ସମାଧାନ ନେଇ ଆଲୋଚନା କଲେ । ଇସ୍କନ ମନ୍ଦିର ସମ୍ମୁଖ, ବମିଖାଲ, ଭୋଇନଗରରେ ସମୀକ୍ଷା କଲେ । ରାଜୀବ ନଗର ଓ ରୁଦ୍ରପୁର ପରିଦର୍ଶନ ମଧ୍ୟ ସମୀକ୍ଷା କରିଥିଲେ ।