15.1 C
Bhubaneswar
Monday, December 22, 2025
Homeଓଡିଶାକଟକ ସହରରେ ବକ୍ସ ଡ୍ରେନ ସମୀକ୍ଷା କଲେ ମନ୍ତ୍ରୀ

କଟକ ସହରରେ ବକ୍ସ ଡ୍ରେନ ସମୀକ୍ଷା କଲେ ମନ୍ତ୍ରୀ

କଟକ: କଟକ ସହରରେ ବକ୍ସ ଡ୍ରେନ କାଯ୍ୟର ସମୀକ୍ଷା କଲେ ମନ୍ତ୍ରୀ । ଡ୍ରେନ ସଫେଇ  ଓ ବକ୍ସ  ଡ୍ରେନ କାଯ୍ୟ ସମୀକ୍ଷା କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସୂତାହାଟ , ମେରିଆ ବଜାର, ରାଉସାପାଟଣାରେ ସମୀକ୍ଷା କଲେ । ଖୁବଶୀଘ୍ର ବକ୍ସଡ୍ରେନ କାମ ସରିବ ବୋଲି କହିଲେ ମନ୍ତ୍ରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking