ଭୁବନେଶ୍ୱର: ବର୍ଷ ପୂର୍ତ୍ତିରେ ରିପୋର୍ଟ କାର୍ଡ ଦେବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏକ ବର୍ଷ ଭିତରେ ଶିକ୍ଷାରେ ସଂସ୍କାର ନେଇ ରିପୋର୍ଟ କାର୍ଡ ଆସିବ । ସରକାର ଆଣିଥିବା ଯୋଜନା ବାବଦରେ ଅବଗତ କରାଯିବ । ଏନେଇ ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।