31.1 C
Bhubaneswar
Wednesday, October 23, 2024
Homeଓଡିଶାସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ ପ୍ରସ୍ତୁତ-ମନ୍ତ୍ରୀ

ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ ପ୍ରସ୍ତୁତ-ମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ମୁକାବିଲା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା । ମୁକାବିଲା ନେଇ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ ପ୍ରସ୍ତୁତ। ଆସୁ ଚିକିତ୍ସା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି । ସାପ କାମୁଡ଼ା ଇଞ୍ଜେକ୍ସନ ସହ ସମସ୍ତ ସେବା ପାଇଁ ଆଲର୍ଟ ରହିବାକୁ କହିଲେ । ଜରୁରୀ ପରିସ୍ଥିରେ ଲୋକଙ୍କ ପାଖରେ ପହଂଚିବାକୁ ନିର୍ଦେଶ। ମୁଖ୍ୟମନ୍ତ୍ରୀ ମନିଟରିଂ କରୁଛନ୍ତି, ଜିରୋ କାଜୁଆଲଟିକୁ ଗୁରୁତ୍ୱ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking