ଭୁବନେଶ୍ୱର : ଘରୋଇ ହସ୍ପିଟାଲରେ ଶୋଷଣର ଶିକାର ନିଜେ ମନ୍ତ୍ରୀ ହୋଇଛନ୍ତି । ଏନେଇ ଗୃହରେ ଖାଦ୍ୟ ଯୋଗାଣ , ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ ପାତ୍ର ଉତ୍ତର ରଖିଛନ୍ତି । ବୀମା କାର୍ଡରେ ଅଧିକ ବିଲ ଦେଇଥିବା ନିଜେ କହିଲେ ମନ୍ତ୍ରୀ । ଚିକିତ୍ସା ପାଇଁ ନିଜେ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଡାକ୍ତର ୨ରୁ ଅଢେଇ ଲକ୍ଷ ଖର୍ଚ୍ଚ ହେବ ବୋଲି କହିଥିଲେ । କାର୍ଡ ଦେବା ପରେ ୫ ଲକ୍ଷ କାଟିଥିବା ଜଣାପଡିଥିଲା ।