ଭୁବନେଶ୍ୱର : ମନ୍ତ୍ରୀ ମାନେ ବିଭିନ୍ନ ଜିଲ୍ଲା ଗସ୍ତ କରିବେ । ବଜେଟର ବିଭିନ୍ନ ଦର ଉପରେ ଆଲୋଚନା କରିବେ । ସାଧାରଣ ଲୋକ ସହ ଚର୍ଚ୍ଚା କରିବେ ମନ୍ତ୍ରୀ । ଜନହିତକାରୀ ନିଷ୍ପତ୍ତି ସରକାରୀ ସ୍ତରରେ ହେବ । ମନ୍ତ୍ରୀ ମାନେ ୨ଟି ଲେଖାଏଁ ଜିଲ୍ଲା ଗସ୍ତ କରିବେ । ସରକାରଙ୍କ ଐତିହାସିକ ନିଷ୍ପତ୍ତି ଲୋକଙ୍କୁ ଜଣାଇବେ । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା