19.1 C
Bhubaneswar
Thursday, February 12, 2026
Homeଓଡିଶାଖଣିଚୋରି: ଜୁଡିସିଆରି ତଦନ୍ତ ଦାବି

ଖଣିଚୋରି: ଜୁଡିସିଆରି ତଦନ୍ତ ଦାବି

ଭୁବନେଶ୍ୱର: ଖଣିଚୋରି ମାମଲାରେ କଂଗ୍ରେସର ପ୍ରେସମିଟ୍ । ଖଣିଚୋରା ମାମଲାକୁ ନେଇ ଜୁଡିସିଆରି ତଦନ୍ତ ଦାବି କଲା କଂଗ୍ରେସ । ହାଇକୋର୍ଟର ଜଣେ ଅବସ୍ଥାପିତ ଜଜ୍‌ଙ୍କ ଜରିଆରେ ହେଉ ତଦନ୍ତ । ତଦନ୍ତ ଚାପି ଦେବାକୁ ପ୍ରୟାସ ଆରମ୍ଭ ହେଲାଣି । ସରକାର ଚୋରଙ୍କୁ ତୁରନ୍ତ ସାମ୍ନାକୁ ଆଣନ୍ତୁ । ରାଜ୍ୟରେ ଖଣିଚୋରା ହଟଚମଟ ସୃଷ୍ଟି କରଛି । ସରକାରୀ ସଂସ୍ଥା ତଦନ୍ତ କଲେ ତଦନ୍ତ ବାଟବଣା ହେବ । ଏନେଇ ବରିଷ୍ଠ କଂଗ୍ରେସ ନେତା କିଶୋର ପଟେଲଙ୍କ ଦାବି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking