ଭୁବନେଶ୍ୱର: ଖଣି ଚୋରି ନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି ,ବିଭିନ୍ନ ସ୍ତରରେ ତଦନ୍ତ ଚାଲିଛି . କାଯ୍ୟାନୁଷ୍ଠାନ ନିଶ୍ଚିତ ହେବ । ପ୍ରମାଣ ଆସିଲେ ନିଆଯିବ ବଡ କାଯ୍ୟାନୁଷ୍ଟାନ । ଏତେ ବର୍ଷ ହେବ ଚାଲାଣ ଚାଲିଥିଲା , ସାମ୍ନାକୁ ଆସିନଥିଲା ।