23.1 C
Bhubaneswar
Sunday, February 8, 2026
Homeଓଡିଶାମାଇନିଂ ଅଫିସର ନିଲମ୍ବିତ

ମାଇନିଂ ଅଫିସର ନିଲମ୍ବିତ

ଭୁବନେଶ୍ୱର: ମାଇନିଂ ଅଫିସର ରାଜେନ୍ଦ୍ର ଖୁଣ୍ଟିଆ ନିଲମ୍ବିତ । କାର୍ଯ୍ୟରେ ଖିଲାପ ପାଇଁ ସରକାରଙ୍କ କାର୍ଯ୍ୟାନୁଷ୍ଠାନ । ରାଜେନ୍ଦ୍ରଙ୍କ କାର୍ଯ୍ୟ ଉପରେ ଥିଲା ତୀକ୍ଷଣ ନଜର । କାର୍ଯ୍ୟଶୈଳୀରେ ଉନ୍ନତି ପରିଲକ୍ଷିତ ନହେବାରୁ ସସପେଣ୍ଡ । ସସପେଣ୍ଡ କରି ଚେତାବନୀ ଦେଲେ ସରକାର । ଅନ୍ୟାନ୍ୟ ମାଇନିଂ ଅଫିସରଙ୍କ ଉପରେ କଡା ନଜର ରହିଛି । କାର୍ଯ୍ୟରେ ଖିଲାପ ଦୃଷ୍ଟିଗୋଚର ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking