ସୁନ୍ଦରଗଡ: ସୁନ୍ଦରଗଡ ଖଣି ଦୁର୍ନୀତି ମାମଲାରେ କୁସୁମ ଟେଟେ ବୟାନ ରଖିଛନ୍ତି । କହିଛନ୍ତି, ବିଜେଡିକୁ ଯାଉଥିଲା ସୁନ୍ଦରଗଡ ଖଣି ଦୁର୍ନୀତି ଟଙ୍କା । ସେହି ଦୁର୍ନୀତି ଟଙ୍କାକୁ ନିର୍ୱାଚନରେ ଖର୍ଚ୍ଚ କରୁଥିଲା । ଜଣେ ସ୍ଥାନୀୟ ନେତା ଓ ଜଣ ପ୍ରଶାସକ ଟିମ କରିଥିଲେ । ଟିମ କରି ଦୁର୍ନୀତି କରିଛନ୍ତି । ଏସଆଇଟି ତଦନ୍ତ କରୁଛି , ବଡ ମାଛ ଧରାପଡିବେ ।