ଝାରସୁଗୁଡା: ମଣ୍ଡିରୁ ଧାନ ନଉଠିବା ପ୍ରସଙ୍ଗ । ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ବଡ ବୟାନ । ମନ୍ତ୍ରୀ କହିଛନ୍ତି ଯେ କିଛି ମିଲର ବଦମାସି କରୁଛନ୍ତି । ତାଙ୍କ ପଛରେ ଅଛନ୍ତି କିଛି ରାଜନୈତିକ ଦଳର ଲୋକ । କୌଣସି ମିଲର ସରକାରଙ୍କୁ ବ୍ଲାକମେଲ କରିପାରିବେ ନାହିଁ । ବଦମାସି କରୁଥିଲେ କଡା କାର୍ଯ୍ୟାନୁଷ୍ଠାନ ହେବ ।










