24.1 C
Bhubaneswar
Monday, February 9, 2026
Homeଓଡିଶାବୌଦ୍ଧରେ ମୃଦୁ ଭମିକମ୍ପ ଅନୁଭୂତ

ବୌଦ୍ଧରେ ମୃଦୁ ଭମିକମ୍ପ ଅନୁଭୂତ

ବୌଦ୍ଧ: ବୌଦ୍ଧ ଜିଲା ହରଭଙ୍ଗା ଗ୍ରାମରେ ଆଜି ଅପରାହ୍ନ ୧୨. ୪୩ ମିନିଟରେ ମୃଦୁ ଭମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପ ପ୍ରଭାବରେ ଘରଦ୍ୱାର ଥରି ଉଠିବା ଯୋଗୁଁ ଲୋକେ ଭୟଭୀତ ଅବସ୍ଥାରେ ଘରୁ ବାହାରକୁ ଦୌଡ଼ିଥିଲେ। ହରଭଙ୍ଗା ଗ୍ରାମର ବଜାରସାହି, ଟିକିରାସାହି, ଜଗନ୍ନାଥ ସାହି, ପ୍ରଧାନସାହି, ବନ୍ଧସାହି, କୁଲିସାହି, ମେଡିକାଲ ଛକ, ଦଳିତସାହି, ବେତ୍ରାସାହି ସମେତ କଲେଜ, ହାଇସ୍କୁଲ ସମେତ ପୁରା ଗ୍ରାମରେ ଏହାର ପ୍ରଭାବ ଅନୁଭୂତ ହୋଇଛି। ଯଦିଓ ଭୂମିକମ୍ପ ପ୍ରଭାବରେ କୌଣସି କ୍ଷୟକ୍ଷତି ହୋଇନାହିଁ। ତଥାପି ବ୍ୟାଙ୍କ, ପୋଷ୍ଟଅଫିସ, ମେଡିକାଲ,ଥାନା, ସମବାୟ ସମିତି ଆଦି କାର୍ୟ୍ୟାଳୟର କର୍ମଚାରୀ ଭୟଭୀତ ଅବସ୍ଥାରେ ଏଣେତେଣେ ଦୌଡ଼ିଥିବା ଦେଖିବାକୁ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking