26.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶମଝି ଆକାଶରେ ଦୁର୍ଘଟଣା : ସେନା ବିମାନରୁ ଖସିଲା ହେଲିକପ୍ଟର

ମଝି ଆକାଶରେ ଦୁର୍ଘଟଣା : ସେନା ବିମାନରୁ ଖସିଲା ହେଲିକପ୍ଟର

ଉତ୍ତରଖଣ୍ଡ : ମଝି ଅକାଶରେ ଦୁର୍ଘଟଣା। ସେନା ବିମାନ ଏମଆଇ-୧୭ରୁ ଖସିପଡିଲା ହେଲିକପ୍ଟର। ଉତ୍ତରାଖଣ୍ଡର କେଦାରନାଥ ଧାମରେ ​​ଲ୍ୟାଣ୍ଡ କରିବା ସମୟରେ ଏକ କ୍ରିଷ୍ଟାଲ ହେଲିକପ୍ଟରଟି ଖସିପଡ଼ିଛି। ଏହି ଦୁର୍ଘଟଣା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ମୁତାବକ, ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଥିବା ସେନା ବିମାନ ଏମଆଇ-୧୭ ଆଜି ସକାଳେ ପୂର୍ବରୁ ଖରାପ ହୋଇଯାଇଥିବା କ୍ରିଷ୍ଟାଲ ହେଲିକପ୍ଟରକୁ ସଜାଡିବା ପାଇଁ ଏୟାରଲିଫ୍ଟ କରିଥିଲା। ତେବେ ମଝି ଆକାଶରେ ଚେନ୍‌ ଛିଡି ଯିବାରୁ ହେଲିକପ୍ଟରଟି ଖସି ପଡିଥିଲା। ଫଳରେ ମନ୍ଦାକିନୀ ନଦୀ ନିକଟରେ ଖସିପଡି ଏହା କ୍ଷତିଗ୍ରସ୍ତ ହୋଇଛି। ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking