30.1 C
Bhubaneswar
Saturday, February 14, 2026
Homeଓଡିଶାମେଟ୍ରୋ ସଫଳ ହୋଇ ନ ଥାନ୍ତା: ମନ୍ତ୍ରୀ

ମେଟ୍ରୋ ସଫଳ ହୋଇ ନ ଥାନ୍ତା: ମନ୍ତ୍ରୀ

ଭୁବନେଶ୍ୱର: ମେଟ୍ରୋ ବାବଦରେ ବିଜେଡିର ଅଭିଯୋଗକୁ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଖଣ୍ଡନ। କହିଲେ ଯେଉଁପରି ଭାବେ ମେଟ୍ରୋ ହେଉଥିଲା, ତାହା ସଫଳ ହୋଇ ନ ଥାନ୍ତା। ମୋହନ ସରକାର ତର୍ଜମା କରି ଲୋକାଭିମୁଖୀ ବ୍ୟବସ୍ଥା କରୁଛନ୍ତି। ଆନ୍ତଃମନ୍ତ୍ରିସ୍ତରୀୟ କମିଟି ହୋଇଛି, ଉପମୁଖ୍ୟମନ୍ତ୍ରୀ ନେତୃତ୍ବ ନେଉଛନ୍ତି। ବିଭିନ୍ନ ରାଜ୍ୟ ଗସ୍ତ କରି କମିଟି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କରିବେ। କାମ ବିଳମ୍ବ ହେଉଥିବାରୁ ଟେଣ୍ଡର ବାତିଲ କରାଯାଇଛି। କେନ୍ଦ୍ର ସହାୟତାରେ ପ୍ରକଳ୍ପ ହେବ, କେନ୍ଦ୍ରୀୟ ଟେକ୍ନୋଲୋଜି ନିଆଯିବ। ପ୍ରଥମେ କଳ୍ପନାରୁ ନନ୍ଦନକାନନ ପର୍ଯ୍ୟନ୍ତ ଓଭରବ୍ରିଜ୍‌ ନିର୍ମାଣ କରାଯିବ।

ପୂର୍ବ ସରକାର କରିଥିବାରୁ ମେଟ୍ରୋ ବାତିଲ: ପ୍ରତାପ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking