ଭୁବନେଶ୍ୱର : ଖୁବଶୀଘ୍ର ଆରମ୍ଭ ହେବ ମେଟ୍ରୋ କାମ । ମୁଖ୍ୟମନ୍ତ୍ରୀ ଏହା ଉପରେ ରିଭ୍ୟୁ ନେବେ । ଉତ୍କର୍ଷ ଓଡିଶା କାଯ୍ୟକ୍ରମ ପରେ ଆରମ୍ଭ ହେବ ମେଟ୍ରୋ କାମ ା ଖୁବଶୀଘ୍ର ଓଡିଶା ବିକଶିତ ଓଡିଶା ହେବ । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।