ଭୁବନେଶ୍ୱର: ମେଟ୍ରୋ ଚଳାଚଳ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନ । ଟ୍ୱିନସିଟିରେ ମେଟ୍ରୋ ଚଳାଚଳ ପାଇଁ ସରକାର ଚିନ୍ତା କରୁଛନ୍ତି । କଟକ ବସ୍ଷ୍ଟାଣ୍ଡ ଓ ଏସସିବି ପର୍ଯ୍ୟନ୍ତ ସମ୍ପ୍ରସାରଣ ହେବ । ଲୋକଙ୍କ ସୁବିଧା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର । କଟକ ବଡ ମେଡିକାଲ ଯାଏଁ ସମ୍ପ୍ରସାରଣ ହେବ ମୋଟ୍ରୋ ପ୍ରକଳ୍ପ । ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳି ପରିବର୍ତ୍ତେର୍ ସମ୍ପ୍ରସାରଣ ହେବ । କଟକ ବସଷ୍ଟାଣ୍ଡ ଓ କଟକ ମେଡିକାଲ ପର୍ଯ୍ୟନ୍ତ ସମ୍ପ୍ରସାରଣ ହେବ । ମେଟ୍ରୋ ପାଇଁ କମିଟି ଗଠନ କରାଯାଇଛି । ବିଭିନ୍ନ ସହର ବୁଲି ଅନୁଧ୍ୟାନ କରୁଛି କମିଟି । ନୂଆ ଡିପିଆର ପ୍ରସ୍ତୁତ କରାଯାଉଛି । କେବଳ ରାଜ୍ୟ ପାଣ୍ଠିରୁ ନୁହେଁ, କେନ୍ଦ୍ର ସହେଯାଗରେ ହେବ ମେଟ୍ରୋ ।