ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରାସ୍ତାବିତ ମେଟ୍ରୋ ପ୍ରକଳ୍ପ ପରୀକ୍ଷାଧୀନ ଅଥବା ସ୍ଥଗିତ । ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ପ୍ରଶ୍ନରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଉତ୍ତରରେ କହିଛନ୍ତି । ଏନେଇ ଏକ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି । ସରକାରଙ୍କ ଦ୍ୱାରାଏସୟୁଏମଟିପି ଶୀର୍ଷକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ରିପୋର୍ଟ ଆସିବା ପରେ ପଦକ୍ଷେପ ନେବେ ସରକାର ।










