30.1 C
Bhubaneswar
Saturday, February 14, 2026
Homeଓଡିଶାପୂର୍ବ ସରକାର କରିଥିବାରୁ ମେଟ୍ରୋ ବାତିଲ: ପ୍ରତାପ

ପୂର୍ବ ସରକାର କରିଥିବାରୁ ମେଟ୍ରୋ ବାତିଲ: ପ୍ରତାପ

ଭୁବନେଶ୍ବର: ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କଣ୍ଟ୍ରାକ୍ଟ ବାତିଲ ନେଇ ବିଜେଡିର ପ୍ରତିକ୍ରିୟା। ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ବରିଷ୍ଠ ବିଧାୟକ ପ୍ରତାପ ଦେବ। କହିଲେ ଭୁବନେଶ୍ବରକୁ ପ୍ରଗତିଶୀଳ କରିବାକୁ ମେଟ୍ରୋ ବ୍ୟବସ୍ଥା କରିଥିଲେ ନବୀନ। ନିଜସ୍ବ ବଜେଟ୍‌ରେ କରିଥିଲେ, ଅଢ଼େଇ ବର୍ଷରେ ଡିପିଆର, ଅନ୍ୟାନ୍ୟ କାମ କରିଥିଲେ। ବିଜେପି ସରକାର ଏହାକୁ ବାତିଲ କରିଦେଲେ, କାରଣ ପୂର୍ବ ସରକାର କରିଥିଲେ। ପୁଣି ଡିପିଆର କରିବେ, ଟେଣ୍ଡର କରିବେ, ଏମିତିରେ ୫ ବର୍ଷ ଲାଗିଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking