14.1 C
Bhubaneswar
Tuesday, January 13, 2026
Homeଓଡିଶାଦିଦିଙ୍କୁ ବ୍ୟବସାୟୀଙ୍କ ଚେତାବନୀ

ଦିଦିଙ୍କୁ ବ୍ୟବସାୟୀଙ୍କ ଚେତାବନୀ

ଭୁବନେଶ୍ୱର: ପଶ୍ଚିମବଙ୍ଗ ସରକାରଙ୍କୁ ଆଳୁ ବ୍ୟବସାୟୀଙ୍କ ଚେତାବନୀ। ଚେତାବନୀ ଦେଲେ ୬୨ ହଜାର ଆଳୁ ବ୍ୟବସାୟୀ। ଆଜି ରାତିରୁ ସମୂହ ଧାରଣା ପାଇଁ ଚେତାବନୀ ଦେଇଛନ୍ତି ଆଳୁ ବ୍ୟବସାୟୀ । ଆଜି କୃଷି ମନ୍ତ୍ରୀଙ୍କ ସହ ଆଳୁ ବ୍ୟବସାୟୀଙ୍କ ବୈଠକ । ଯଦି ବୈଠକରେ ସଠିକ ନିଷ୍ପତି ନ ହୁଏ, ମଧ୍ୟରାତ୍ରିରୁ ସବୁ ବ୍ୟବସାୟୀ ଷ୍ଟ୍ରାଇକ କରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking