ଭୁବନେଶ୍ୱର: ୨୦୨୬ ଡିସେମ୍ବର ସୁଦ୍ଧା ସରିବ ମେଗା ପ୍ରକଳ୍ପ କାମ । ଏନେଇ ଗୃହରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ସୂଚନା ଦେଇଚନ୍ତି । ନିର୍ଦ୍ଦାରିତ ସମୟରେ କାମ ନକଲେ ପରିବର୍ତ୍ତନ ହେବେ ଠିକାଦାର । ପୂର୍ୱରୁ ୨୦୨୬ ମାର୍ଚ୍ଚ ସୁଦ୍ଧା କାମ ସରିବ କହିଥିଲେ ମନ୍ତ୍ରୀ ।