32.1 C
Bhubaneswar
Sunday, March 29, 2026
Homeଓଡିଶାଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ସମ୍ବଲପୁର:ବୁର୍ଲା ଭୀମସାରରେ ଜଣେ ପିଜି ପ୍ରଥମବର୍ଷର ଛାତ୍ରୀଙ୍କ ଜୀବନ ହାରିବା ଉଦ୍ୟମ। ଛାତ୍ରୀ ଜଣକ ୩୦ଟି ବଟିକା ଖାଇ ଜୀବନ ହାରିବା ଉଦ୍ୟମ କରିଥିଲେ। ଛାତ୍ରୀ ଜଣକ ଗୁରୁତର ହେବାରୁ ତାଙ୍କୁ ଆଇସିସିୟୁ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ସ୍ଵୀକାର କରିଛନ୍ତି ଭାରପାପ୍ତ ନିର୍ଦେଶକ ଲାଲ ମୋହନ ନାୟକ। ନିର୍ଦେଶକ କହିଛନ୍ତି ଯେ , କାଲି ତାଙ୍କର ଡାଇଲେସିସ କରାଯାଇଥିଲା । ଏବେ ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥା ଭଲ ରହିଥିବା ନେଇ କହିଛନ୍ତି । ଡ୍ୟୁଟିକୁ ନେଇ ଅଭିଯୋଗ କରିଥିବା ନେଇ କଥା ଶୁଣିବାକୁ ମିଳିଛି। ଘଟଣା ସମ୍ପର୍କରେ ବିଭାଗୀୟ ମୁଖ୍ୟଙ୍କ ସହ ମଧ୍ୟ ଆଲୋଚନା ହୋଇଛି। ସମ୍ପୂର୍ଣ୍ଣ ସୁସ୍ଥ ହେଲା ପରେ କେଉଁ କାରଣରୁ ପାଇଁ ଏପରି କଲେ ଜଣାପଡିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking