16.1 C
Bhubaneswar
Sunday, December 21, 2025
Homeଓଡିଶାମେଡିକାଲ କଲେଜ ସିଟ ବିକ୍ରି: ୨ ଗିରଫ

ମେଡିକାଲ କଲେଜ ସିଟ ବିକ୍ରି: ୨ ଗିରଫ

ଭୁବନେଶ୍ୱର: ମେଡିକାଲ କଲେଜ ସିଟ ବିକ୍ରି ଦଲାଲ ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଛି ।  ଭୁବନେଶ୍ୱର ପାତ୍ରପଡା ଅଞ୍ଚଳରୁ ୨ ଦଲାଲ ଗିରଫ ହୋଇଛନ୍ତି । ଏକ ବାରରେ ଡିଲ ବେଳେ ମାଡି ବସିଛି  ପୋଲିସ । ଲକ୍ଷାଧିକ ଟଙ୍କା ନେଇ  ମେଡିକାଲ ସିଟ ପାଇଁ ଡିଲ କରୁଥିଲେ । ଏକାଧିକ ଘରୋଇ ମେଡିକାଲ କଲେଜ ସହ ଗ୍ୟାଙ୍ଗର ସମ୍ପୃକ୍ତି ଅଭିଯୋଗ ରହିଛି । ଏନେଇ ପୋଲିସ ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking