27.1 C
Bhubaneswar
Tuesday, July 22, 2025
Homeଓଡିଶାରାଜନୈତିକ ରୁଟି ସେକିଲେ  ମେୟର: ଜଗନ୍ନାଥ

ରାଜନୈତିକ ରୁଟି ସେକିଲେ  ମେୟର: ଜଗନ୍ନାଥ

ଭୁବନେଶ୍ୱର: ବିଏମସି ଆଟାକ ଘଟଣାରେ ମେୟର କଣ କରୁଥିଲେ ପଚାରିଲେ ଜଗନ୍ନାଥ ପ୍ରଧାନ ।  ମେୟର କହୁଛନ୍ତି, ତାଙ୍କ ସାମ୍ନାରେ ସବୁକିଛି ଘଟିଛି ।  ମେୟର କାହିଁକି ତୁରନ୍ତ ସୁରକ୍ଷାକର୍ମୀଙ୍କ ସହେଯାଗ ଲୋଡିଲେନି । ମେୟର ସୁରକ୍ଷାକର୍ମୀଙ୍କ ସହେଯାଗ ନେଇଥିଲେ ଏପରି ହୋଇନଥାନ୍ତା । ମେୟର ରାଜନୈତିକ ରୁଟି ସେକିବା ପାଇଁ ଚେଷ୍ଟା କରିଛନ୍ତି । ବିଜେଡି କର୍ମୀଙ୍କୁ ଡାକି ରାସ୍ତାରୋକ କରିବାକୁ ପଛାଇଲେନି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking