26.1 C
Bhubaneswar
Sunday, December 28, 2025
Homeଓଡିଶା'ମହାପ୍ରଭୁଙ୍କୁ ରାତି ଅନିଦ୍ରା କରା ନ ଯାଉ'

‘ମହାପ୍ରଭୁଙ୍କୁ ରାତି ଅନିଦ୍ରା କରା ନ ଯାଉ’

ଭୁବନେଶ୍ୱର: ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ । ବିରୋଧ କରି ଗଜପତି ମହାରାଜ ଦିବ୍ୟସିଂହ ଦେବ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କୁ ଚିଠି । ଚିଠି ଲେଖି ଆପତ୍ତି ଜଣାଇଲେ ପରିଚାଳନା କମିଟି ସଦସ୍ୟ ମହେଶ କୁମାର ସାହୁ । ଚିଠିରେ ଲେଖିଛନ୍ତି ଯେ ମହାପ୍ରଭୁ ସନାତନୀ ହିନ୍ଦୁଙ୍କ ଆସ୍ଥା । ଶ୍ରୀମନ୍ଦିର ପରମ୍ପରା ସନାତନ ଧର୍ମ ଅନୁଯାୟୀ ହୁଏ । ୧ ଜାନୁଆରୀ କିଛି ବର୍ଷ ହେଲା ମଧ୍ୟରାତ୍ରିରେ ଖୋଲାଯାଉଛି । ଏହା ଧାର୍ମିକ ତଥା ପରମ୍ପରା ଦୃଷ୍ଟିିକୋଣରୁ ଆଦୌ ସମୀଚିନ ନୁହେଁ । ପ୍ରତିବର୍ଷ ଧର୍ମଶାସ୍ତ୍ରବିତ ଓ ସଂସ୍କୃତି ବିଶାରଦ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ତେଣୁ ଜାନୁଆରୀ ୧ ପାଇଁ ମହାପ୍ରଭୁଙ୍କୁ ରାତି ଅନିଦ୍ରା କରା ନ ଯାଉ । ମହାପ୍ରଭୁଙ୍କ ସ୍ୱାଭାବିକ ଦୈନନ୍ଦିନ ନୀତିକାନ୍ତିର ବ୍ୟବସ୍ଥା କରାଯାଉ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking