ଭୁବନେଶ୍ୱର: ବିଜେପି ସରକାର ଉପରେ ପୁଣି ମନ୍ତବ୍ୟ ଦେଇଛନ୍ତି ମୁନ୍ନା ଖାଁ । ସରକାରଙ୍କୁ ଆସିବାକୁ ୫ ବର୍ଷ ଅପେକ୍ଷା କରିବାକୁ ପଡ଼ିବନି । ବିଜେପି ପାଖରେ ପାର୍ଥି କେଉଁଠି ଆସିଲେ ବୋଲି ମୁନ୍ନା ଖାଁ କହିଛନ୍ତି । ଏବଂ ସେ କହିଛନ୍ତି ସେ ଅଧିକାଂଶ ଆମ ଲୋକ ସେଠି ଅଛନ୍ତି । ସରକାରଙ୍କୁ ନେଇ ସବୁଠି ଅସନ୍ତୋଷ । ଜୟନାରାୟଣଙ୍କ ପୂର୍ବ ସମାଲୋଚନାକୁ ବି କାଉଣ୍ଟର କରିଛନ୍ତି ଏବଂ କହିଛନ୍ତି ଦଳ ତାଙ୍କ ବିଷୟରେ ଚିନ୍ତା କରିନାହିଁ । ସେ କାହିଁ ଦଳ ବିଷୟରେ ଚିନ୍ତା କରୁଛନ୍ତି ।