19.1 C
Bhubaneswar
Wednesday, December 25, 2024
Homeଓଡିଶାସ୍ୱାର୍ଥ ଦୃଷ୍ଟିରୁ ଇସ୍ତଫା ଦେଇଥିବେ: ମନମୋହନ

ସ୍ୱାର୍ଥ ଦୃଷ୍ଟିରୁ ଇସ୍ତଫା ଦେଇଥିବେ: ମନମୋହନ

ଭୁବନେଶ୍ୱର: ରଘୁବର ଦାସଙ୍କ ପରେ ମନମୋହନ ସାମଲଙ୍କ ପ୍ରତିକ୍ରିୟା । କିଛି ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଇସ୍ତଫା ଦେଇଥିବେ । କେନ୍ଦ୍ର ସ୍ତରରେ ଚିନ୍ତନ ହୋଇଥିବ । ସେଥିପାଇଁ ରାଜ୍ୟପାଳ ଇସ୍ତଫା ଦେଇଥିବେ । ପ୍ରଧାନମନ୍ତ୍ରୀ , କେନ୍ଦ୍ରୀୟ ନେତୃତ୍ୱ ଚର୍ଚ୍ଚା କରି ନିଷ୍ପତ୍ତି ନେଇଥିବେ । ସରକାର ଓ ରାଜ୍ୟପାଳଙ୍କ ବିବାଦ ପ୍ରଶ୍ନରେ ରଖିଲେ ଉତ୍ତର । ଏ କଥାର ମୂଲ୍ୟ ନାହିଁ , କପୋଳକଳ୍ପିତ କାହାଣୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking