24.1 C
Bhubaneswar
Thursday, January 15, 2026
Homeଓଡିଶାଭୁବନେଶ୍ୱରପାରାଦୀପରେ ସର୍ବାଧିକ ବର୍ଷା

ପାରାଦୀପରେ ସର୍ବାଧିକ ବର୍ଷା

ପାରାଦୀପ : ପାରାଦୀପରେ ସର୍ବାଧିକ ବର୍ଷା । ପାରାଦୀପରେ ସର୍ବାଧିକ ୬୨.୯ ମିମି ବର୍ଷା ରେକର୍ଡ କରିଛି । ଚାନ୍ଦବାଲି ରେ ୪୬.୨ କରିଥିବାବେଳେ କୁଜଙ୍ଗ ଓ କେନ୍ଦ୍ରାପଡା ଜିଲ୍ଲା ରାଜକନିକାରେ ୨୭ ମିମି ବର୍ଷା ରେକର୍ଡ କରିଛି । ସେହିଭଳି ରାଜନଗରରେ  ୨୪. ନୀଳଗିରିରେ ୨୩ ମିମି ବର୍ଷା ରେକର୍ଡ କରିଛି । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ  ୨୨.୫ , ଆଳିରେ ୨୧ ମିମି ବର୍ଷା ରେକର୍ଡ କରିଛି ।
ଏପଟେ  ବାତ୍ୟା ପାଇଁ ଚିଲିକାରେ  ଭସାପୋଲ ବନ୍ଦ କରିଛି ପ୍ରଶାସନ । ପବନ ଓ ବର୍ଷା କମିବା ପର୍ଯ୍ୟନ୍ତ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ଦିଆଯାଇଛି । କୃଷ୍ଣପ୍ରସାଦର ୧୪ଟି ପଞ୍ଚାୟତବାସୀ ଭସାପୋଲରେ ନିର୍ଭରଶୀଳ ରହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking