28.3 C
Bhubaneswar
Monday, April 21, 2025
Homeଓଡିଶାମେ ମାସରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ମେ ମାସରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର: ମେ ମାସରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି । ବିଜ୍ଞାନ ପ୍ରଶ୍ନପତ୍ରରେ  ୪ ମାର୍କ  ପାଇଁ କିଛି ଅସୁବିଧା ନାହିଁ । ଗ୍ରେସ ମାର୍କ ନେଇ ପରିଚାଲନା କମିଟି ନିଷ୍ପତ୍ତି ନେବ । ରେଜଲ୍ଟ ବାହାରିବା ଦିନ ପିଲାଙ୍କୁ ମିଳିବ ସାର୍ଟିଫିକେଟ । ୱାଟର ମାର୍କ , ଏଆଇ ,କ୍ୟୁଆର କୋଡ ସଫଳତା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking